Pakistan on fire ।। ଭାରତ କୋଳରେ ଆଫଗାନିସ୍ତାନ,ପାକିସ୍ତାନକୁ ଲାଗିଲା ନିଆଁ

ଭାରତ ତାହାର ପଡୋଶୀ ଦେଶ ଆଫଗାନିସ୍ତାନରେ ନୂଆ କାହାଣୀ ଲେଖିବାକୁ ଯାଉଛି। ଯେଉଁ କାହାଣୀ ପାକିସ୍ତାନ ପାଇଁ ଭଲ ହୋଇ ନପାରେ । ଆଫଗାନିସ୍ତାନ ଭାରତକୁ ନିଜର ସବୁଠାରୁ ଭଲ ବନ୍ଧୁ ବୋଲି ବିବେଚନା କରେ। ଏହା ହିଁ ପାକିସ୍ତାନକୁ ବରାବର ବିରକ୍ତ କରି ଆସିଛି। ଆଫଗାନିସ୍ତାନର ଇସଲାମିକ ଏମିରେଟ୍ର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତ୍ତାକୀ ଏକ ୬ ଦିନିଆ ଯାତ୍ରାରେ ଭାରତ ଆସୁଛନ୍ତି। ମୁତ୍ତାକୀ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ। … Continue reading Pakistan on fire ।। ଭାରତ କୋଳରେ ଆଫଗାନିସ୍ତାନ,ପାକିସ୍ତାନକୁ ଲାଗିଲା ନିଆଁ