Pakistan Navy Fled From Karachi To Gwadar Port During Operation Sindoor ।। ଅପରେସନ୍ ସିନ୍ଦୁର : ଭାରତୀୟ ନୌସେନା ଭୟରେ କରାଚୀ ଛାଡ଼ି ଚାଲିଯାଇଥିଲା ପାକ୍ ନୌସେନା !

ସେଟେଲାଇଟ ଚିତ୍ରରୁ ଖୁଲାସା ହୋଇଛି ଯେ ଅପରେସନ ସିନ୍ଦୁର ସମୟରେ ଭାରତୀୟ ନୌସେନାର ଆକ୍ରମଣର ଭୟରେ ପାକିସ୍ତାନ ନୌସେନା କରାଚୀ ବନ୍ଦରକୁ ଖାଲି କରି ଦେଇଥିଲା। ମାକ୍ସାର ଲାବ ରୁ ପ୍ରାପ୍ତ ଚିତ୍ରରୁ ଜଣାପଡ଼ିଛି ଯେ ଭାରତ ଯେତେବେଳେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା, ସେତେବେଳେ ପାକିସ୍ତାନ ମନେ କରୁଥିଲା ଯେ ଭାରତ ନିଶ୍ଚିତ ଭାବେ କରାଚୀ ବନ୍ଦର ଉପରେ ଆକ୍ରମଣ କରିବ। ଏହି କାରଣରୁ ପାକିସ୍ତାନ ତାର ସମସ୍ତ ଯୁଦ୍ଧପୋତ ଏବଂ ରଣନୈତିକ ସମ୍ପତ୍ତିକୁ କରାଚୀ … Continue reading Pakistan Navy Fled From Karachi To Gwadar Port During Operation Sindoor ।। ଅପରେସନ୍ ସିନ୍ଦୁର : ଭାରତୀୟ ନୌସେନା ଭୟରେ କରାଚୀ ଛାଡ଼ି ଚାଲିଯାଇଥିଲା ପାକ୍ ନୌସେନା !