Pakistan Launches Air Strike On Its Own People ।। ପାକିସ୍ତାନ ନିଜ ଲୋକଙ୍କ ଉପରେ ବୋମାମାଡ କରିଛି
ସୋମବାର ଦିନ ପାକିସ୍ତାନ ବାୟୁସେନା ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ଗାଁରେ ୮ଟି ବୋମା ପକାଇବା ଫଳରେ ମହିଳା ଏବଂ ଶିଶୁ ସମେତ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୨ଟା ସମୟରେ ପାସ୍ତୁନ-ଅଧିକୃତ ମାତ୍ରେ ଦାରା ଗ୍ରାମ ଉପରେ ଜେଏଫ-୧୭ ଲଢ଼ୁଆ ବିମାନ ଦ୍ୱାରା ଏଲଏସ-୬ ବୋମା ପକାଯାଇଥିଲା। ବିସ୍ଫୋରଣର ପ୍ରଭାବରେ ଗାଁର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଥିଲା। ଏହି ସମୟରେ, ଅନେକ ଲୋକ ଆହତ … Continue reading Pakistan Launches Air Strike On Its Own People ।। ପାକିସ୍ତାନ ନିଜ ଲୋକଙ୍କ ଉପରେ ବୋମାମାଡ କରିଛି
Copy and paste this URL into your WordPress site to embed
Copy and paste this code into your site to embed