ଭାରତର ସ୍ୱଦେଶୀ ULPGM-V3 ମିସାଇଲ୍ର ସଫଳ ପରୀକ୍ଷଣ, ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ସଫଳତା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (DRDO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ସଂସ୍ଥା ପକ୍ଷରୁ ସ୍ୱଦେଶୀ ULPGM-V3 ମିସାଇଲ୍ର ଅନ୍ତିମ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅତ୍ୟାଧୁନିକ ମିସାଇଲ୍କୁ ଭାରତର ଡ୍ରୋନ୍ ଆଧାରିତ ଯୁଦ୍ଧ କ୍ଷମତାରେ ଏକ ବଡ଼ ଗେମ୍-ଚେଞ୍ଜର ବୋଲି ଦେଖାଯାଉଛି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ … Continue reading ଭାରତର ବ୍ରହ୍ମାସ୍ତ୍ର ULPGM-V3 ମିସାଇଲ୍କୁ ନେଇ ପାକିସ୍ତାନ ଆତଙ୍କିତ || Pakistan is alarmed by India’s Brahmastra ULPGM-V3 missile
Copy and paste this URL into your WordPress site to embed
Copy and paste this code into your site to embed