ଭାରତ ଲଞ୍ଚ୍ ପ୍ୟାଡରେ ପଶିବା ପରେ ଆତଙ୍କବାଦୀଙ୍କୁ ବଙ୍କର ଭିତରେ ଲୁଚାଇଲାଣି ପାକ୍

ଭାରତୀଠାରୁ ପ୍ରତିଶୋଧ ଭୟରେ ପାକ୍ ସେନା ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‍ଗୁଡ଼ିକୁ ଖାଲି କରି ସେମାନଙ୍କୁ ବଙ୍କରରେ ଲୁଚାଇବା ଆରମ୍ଭ କରିଛି। ନିକଟରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପ୍ରତିଶୋଧ ଭୟରେ ପାକିସ୍ତାନୀ ସେନା ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଅନେକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଖାଲି କରିବା ସହ ଆତଙ୍କବାଦୀମାନଙ୍କୁ ସେନା ଆଶ୍ରୟସ୍ଥଳୀ ଓ ବଙ୍କରକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। … Continue reading ଭାରତ ଲଞ୍ଚ୍ ପ୍ୟାଡରେ ପଶିବା ପରେ ଆତଙ୍କବାଦୀଙ୍କୁ ବଙ୍କର ଭିତରେ ଲୁଚାଇଲାଣି ପାକ୍