ସମ୍ପ୍ରତି ସଂସଦରେ ଅପରେସନ୍ ସିନ୍ଦୂର ଏବଂ ପହଲଗାମ୍ ଆକ୍ରମଣ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ସେନା ମଧ୍ୟ ଏହି ସମୟରେ କାଶ୍ମୀରରେ ପାକିସ୍ତାନ ସହିତ ଜଡିତ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଅପରେସନ ମହାଦେବକୁ ତାଙ୍କ ଦେଶ ସହିତ ଜଡିତ କରାଯିବା ଏବଂ ଆତଙ୍କବାଦ ଉପରେ ଆଲୋଚନାରେ ଏହାର ନାମ ଆସିବା ପରେ ପାକିସ୍ତାନ କ୍ରୋଧିତ ହୋଇ ପଡ଼ିଛି। ପାକିସ୍ତାନ ସରକାର କହିଛନ୍ତି ଯେ ଭାରତୀୟ ସଂସଦରେ ଅପରେସନ ମହାଦେବ ସମ୍ପର୍କରେ ଦିଆଯାଇଥିବା ବୟାନ ଦାୟିତ୍ୱହୀନ … Continue reading Pakistan Govt Rejects India Claims On Operation Mahadev ।। ଅପରେସନ ମହାଦେବ ନାଁ ନେଇ ବିଳବିଳେଇ ହେଉଛି ପାକିସ୍ତାନ… ସିନ୍ଧୁ ଚୁକ୍ତିନାମା ରଦ ପାଇଁ ମଧ୍ୟ କାନ୍ଦୁଛି
Copy and paste this URL into your WordPress site to embed
Copy and paste this code into your site to embed