ଆଣ୍ଡାମାନକୁ ବି ଟାର୍ଗେଟ୍ କରିପାରେ ପାକିସ୍ତାନର ଏହି ଦୁଇ କ୍ଷେପଣାସ୍ତ୍ର,ଟେନସନରେ ଆମେରିକା

Shaheen-3 ababeel ballistic missile :ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ରର ଦୂରତା ୨୭୦୦ କିଲୋମିଟର ଏବଂ ଭାରତ-ପାକିସ୍ତାନ ସୀମାରୁ ଆଣ୍ଡାମାନ ଓ ନିକୋବରର ଦୂରତା ୨୮୮୫ କିଲୋମିଟର ରହିଛି। ଆଣ୍ଡାମାନରେ ଥିବା ଭାରତୀୟ ଘାଟିକୁ ଟାର୍ଗେଟ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରୁଛି କି ପାକିସ୍ତାନ? ଦକ୍ଷିଣ ଏସିଆ ବାହାରେ ପାକିସ୍ତାନର ଲମ୍ବା ଦୂରତା  ବିଶିଷ୍ଟ କ୍ଷେପଣାସ୍ତ୍ର ତାକୁ ଟାର୍ଗେଟ କରିପାରେ ବୋଲି ଆମେରିକା ଦେଇଥିବା ବୟାନରୁ ଏହି ଚିନ୍ତା ପ୍ରକାଶ ପାଇଛି। ଯଦି ଏପରି ହୁଏ ତେବେ ଏହା … Continue reading ଆଣ୍ଡାମାନକୁ ବି ଟାର୍ଗେଟ୍ କରିପାରେ ପାକିସ୍ତାନର ଏହି ଦୁଇ କ୍ଷେପଣାସ୍ତ୍ର,ଟେନସନରେ ଆମେରିକା