ତାଲିବାନ,ବଲୁଚ ବିଦ୍ରୋହୀଙ୍କୁ ଡର: କମାଣ୍ଡରଙ୍କ ମନମାନିରେ ଅତିଷ୍ଠ ପାକ୍ ସେନାଅଧିକାରୀ ଦେଉଛନ୍ତି ଇସ୍ତଫା

Pakistan: ପାକିସ୍ତାନୀ ସେନାରେ ବଡ଼ ଧରଣର ବିଦ୍ରୋହର ସ୍ଥିତି ସୃଷ୍ଟି ହୋଇଛି। ସେନା କମାଣ୍ଡରଙ୍କ ବାରମ୍ବାର ପରିବର୍ତ୍ତନଶୀଳ ଆଦେଶ, ମାନସିକ ଅବସାଦ ଏବଂ ପାରିବାରିକ ଚାପ ହେତୁ ୧୦୦ରୁ ଅଧିକ ସେନା ଅଧିକାରୀ ଏବଂ ୫୦୦ରୁ ଅଧିକ ସୈନିକ ଇସ୍ତଫା ଦେଇଛନ୍ତି। ଏହି ସାମୂହିକ ଇସ୍ତଫା ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ଗଭୀର ସଙ୍କଟରେ ପକାଇଛି। ଭାରତ-ପାକିସ୍ତାନ ସୀମା ସୁରକ୍ଷାର ଦାୟିତ୍ୱ ନେଉଥିବା ୧୧ତମ କୋରର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ଅହମଦ ବୁଖାରୀ ସେନା … Continue reading ତାଲିବାନ,ବଲୁଚ ବିଦ୍ରୋହୀଙ୍କୁ ଡର: କମାଣ୍ଡରଙ୍କ ମନମାନିରେ ଅତିଷ୍ଠ ପାକ୍ ସେନାଅଧିକାରୀ ଦେଉଛନ୍ତି ଇସ୍ତଫା