ପାକିସ୍ତାନୀ ସେନା ‘ସୁରକ୍ଷା’ କମ ‘ବେପାର’ ଅଧିକ, ଜାଣନ୍ତୁ ଜେନେରାଲ ଅସିମ ମୁନିରଙ୍କ ନେଟୱର୍ଥ୍ କେତେ?

ପହଲଗାମ ଆକ୍ରମଣ ପରେ ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଛି, କିନ୍ତୁ ତାଙ୍କ ସେନା ମୁଖ୍ୟ ଜେନେରାଲ ଅସିମ ମୁନିର କୋଟି କୋଟି ସମ୍ପତ୍ତିର ମାଲିକ। ସାରାଦେଶରେ ସେନାର ୧୦୦ରୁ ଅଧିକ ବ୍ୟବସାୟ ରହିଛି। ଏଥିରେ ରିଅଲ ଇଷ୍ଟେଟଠାରୁ ଆରମ୍ଭ କରି ଡାଏରୀ ଓ ପରିବହନ ବ୍ୟବସାୟ ମଧ୍ୟ ସାମିଲ। ତେବେ ପାକିସ୍ତାନୀ ସେନାର ବ୍ୟବସାୟିକ ଉଦ୍ୟମ ସହ ଜଡ଼ିତ ଆର୍ଥିକ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଏ ନାହିଁ। ତେଣୁ ଆସନ୍ତୁ ଜାଣିବା ପାକିସ୍ତାନୀ ସେନା … Continue reading ପାକିସ୍ତାନୀ ସେନା ‘ସୁରକ୍ଷା’ କମ ‘ବେପାର’ ଅଧିକ, ଜାଣନ୍ତୁ ଜେନେରାଲ ଅସିମ ମୁନିରଙ୍କ ନେଟୱର୍ଥ୍ କେତେ?