ଭାରତ ଲଞ୍ଚ୍ ପ୍ୟାଡରେ ପଶିବା ପରେ ଆତଙ୍କବାଦୀଙ୍କୁ ବଙ୍କର ଭିତରକୁ ଠେଲି ଦେଉଛି ପାକ୍

Pakistan: ନିକଟରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପ୍ରତିଶୋଧ ଭୟରେ ପାକିସ୍ତାନୀ ସେନା ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଅନେକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଖାଲି କରିବା ସହ ଆତଙ୍କବାଦୀମାନଙ୍କୁ ସେନା ଆଶ୍ରୟସ୍ଥଳୀ ଓ ବଙ୍କରକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି ବୋଲି ଗୁଇନ୍ଦା ସୂତ୍ରରୁ ଇଣ୍ଡିଆ ଟୁଡେ ଟିଭିକୁ ସୂଚନା ମିଳିଛି। ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଏକାଧିକ ସକ୍ରିୟ ଲଞ୍ଚପ୍ୟାଡ୍ ଚିହ୍ନଟ କରିବାର କିଛି ସମୟ ପରେ ଆତଙ୍କବାଦୀଙ୍କ ସ୍ଥାନ ପରିବର୍ତ୍ତନ କରାଯାଇଛି। … Continue reading ଭାରତ ଲଞ୍ଚ୍ ପ୍ୟାଡରେ ପଶିବା ପରେ ଆତଙ୍କବାଦୀଙ୍କୁ ବଙ୍କର ଭିତରକୁ ଠେଲି ଦେଉଛି ପାକ୍