Pak Defense Minister Khawaja Asif says Simla Agreement is over।। ସିମଲା ଚୁକ୍ତି ରଦ କରି କାଶ୍ମୀର ଉପରେ ଆଖି ପକେଇଲା ପାକ୍!

ଅପରେସନ ସିନ୍ଦୁର ଓ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ ପରେ ବିଳାପ କରୁଛି ପାକିସ୍ତାନ। ଭାରତର କାର୍ଯ୍ୟାନୁଷ୍ଠାନ ପରେ ଆରମ୍ଭ କରୁଛି ନୂଆ ଫନ୍ଦିଫିକର। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ କହିଛନ୍ତି ଯେ କାଶ୍ମୀରକୁ ଏବେ ଅନ୍ତର୍ଜାତୀୟ ସ୍ତରରେ ପରିଚାଳନା କରାଯିବ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ୧୯୭୨ ସିମଲା ଚୁକ୍ତିନାମାକୁ “ଏକ ମୃତ ଦଲିଲ୍” ଭାବେ ଘୋଷଣା କରିଛନ୍ତି, ଯାହା କାଶ୍ମୀର ଉପରେ ଇସଲାମାବାଦର ଦୃଷ୍ଟିକୋଣରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ … Continue reading Pak Defense Minister Khawaja Asif says Simla Agreement is over।। ସିମଲା ଚୁକ୍ତି ରଦ କରି କାଶ୍ମୀର ଉପରେ ଆଖି ପକେଇଲା ପାକ୍!