ପହଲଗାମ ଆକ୍ରମଣ କିଏ କରାଇଥିଲା, କିଏ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା? ଷଡଯନ୍ତ୍ର ଉପରୁ ପରଦା ଉଠାଇଲେ ପାକିସ୍ତାନୀ ସୈନିକ
Pahalgam Terror Attack: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କିଏ ରଚିଥିଲା? କିଏ ଆତଙ୍କବାଦୀମାନଙ୍କୁ ପଠାଇଥିଲା? କିଏ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିଲା? କିଏ ଟଙ୍କା ଯୋଗାଇଥିଲା? କିଏ ଅସ୍ତ୍ରଶସ୍ତ୍ର ଦେଇଥିଲା? ଏହି ଷଡଯନ୍ତ୍ର ଉପରୁ ପରଦା ଉଠାଇଛନ୍ତି ପାକିସ୍ତାନୀ ସେନାର ଜଣେ ପୂର୍ବତନ ଯବାନ। ପାକିସ୍ତାନୀ ସେନାର ପୂର୍ବତନ ସୈନିକ ଆଦିଲ ରାଜା ଦାବି କରିଛନ୍ତି ଯେ, ପହଲଗାମ ଆକ୍ରମଣ ପାକିସ୍ତାନୀ ସେନା ମୁଖ୍ୟ ଆସିମ ମୁନୀରଙ୍କ ନିର୍ଦ୍ଦେଶରେ ହୋଇଛି। ଏହି ଖୁଲାସା ପାକିସ୍ତାନକୁ … Continue reading ପହଲଗାମ ଆକ୍ରମଣ କିଏ କରାଇଥିଲା, କିଏ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା? ଷଡଯନ୍ତ୍ର ଉପରୁ ପରଦା ଉଠାଇଲେ ପାକିସ୍ତାନୀ ସୈନିକ
Copy and paste this URL into your WordPress site to embed
Copy and paste this code into your site to embed