କାଶ୍ମୀରରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପଛର ’ଟାଇମିଂ’ରେ ଲୁଚିଛି କାରଣ
Kashmir: କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ବଛା ଯାଇଥିବା ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଏହା ହେଉଛି ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ। ପହଲଗାମରେ ସାଧାରଣ ଲୋକଙ୍କ ନରସଂହାର ଘଟଣା ୨୫ ବର୍ଷ ପୂର୍ବେ ଛତିସିଂହପୁରା ନରସଂହାରକୁ ମନେ ପକାଉଛି। ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)’ ନାମକ ସଂଗଠନ ପହଲଗାମ ନରସଂହାରର ଉତ୍ତରଦାୟିତ୍ୱ ନେଇଛି, ଯାହାକୁ ଲଶ୍କର-ଏ-ତୋଇବା (LeT) ର ଏକ ଶାଖା … Continue reading କାଶ୍ମୀରରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପଛର ’ଟାଇମିଂ’ରେ ଲୁଚିଛି କାରଣ
Copy and paste this URL into your WordPress site to embed
Copy and paste this code into your site to embed