ପହଲଗାମ ଆକ୍ରମଣ – କ’ଣ ସଙ୍କେତ ଦେଉଛି?
Pahalgam attack: କାଶ୍ମୀର ଉପତ୍ୟକାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପହଲଗାମରେ ମଙ୍ଗଳବାର ପର୍ଯ୍ୟଟକଙ୍କ ଉପରକୁ ଗୁଳି ବର୍ଷା କରି ୨୬ ଜଣଙ୍କୁ ହତ୍ୟା କରିଥିବା ଘଟଣା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଆତଙ୍କବାଦୀ ପୁଣି ସେଠାରେ ସକ୍ରିୟ ହୋଇ ଉଠିଛନ୍ତି । ଜମ୍ମୁ-କଶ୍ମୀରରେ ଚାଲିଥିବା ଅର୍ଥନୈତିକ ପୁନରୁଦ୍ଧାରକୁ ବାଧାପ୍ରାପ୍ତ କରିବା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଘଣ୍ଟାକୁ ପଛକୁ ଫେରାଇନେବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ। କହିବା ଅନାବଶ୍ୟକ ଯେ , ଉପତ୍ୟକାରେ ପୁନରୁତ୍ଥାନର କେନ୍ଦ୍ରବିନ୍ଦୁ ହେଉଛି ପର୍ଯ୍ୟଟନ । … Continue reading ପହଲଗାମ ଆକ୍ରମଣ – କ’ଣ ସଙ୍କେତ ଦେଉଛି?
Copy and paste this URL into your WordPress site to embed
Copy and paste this code into your site to embed