Pahalgam attack victim’s widow calls for boycott of India-Pak match ।। ପହଲଗାମ ଆକ୍ରମଣ ପୀଡିତଙ୍କ ବିଧବା ପତ୍ନୀଙ୍କ ଆହ୍ୱାନ: ବର୍ଜନ କରନ୍ତୁ ଭାରତ-ପାକ୍ ଏସିଆ କପ୍ ମ୍ୟାଚ୍

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତାହାତ ବ୍ୟକ୍ତିଙ୍କ ବିଧବା ପତ୍ନୀ ଐଶ୍ନ୍ୟା ଦ୍ୱିବେଦୀ ଏସିଆ କପ୍ ୨୦୨୫ ଚାମ୍ପିଅନସିପରେ ଆଗାମୀ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଦୃଢ଼ ବିରୋଧ କରିଛନ୍ତି। ସେ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି ଏବଂ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ମ୍ୟାଚ୍‌କୁ ବର୍ଜନ କରିବାକୁ ଅନୁରୋଧ କରିଛନ୍ତି। ଭାରତ ଏବଂ ପାକିସ୍ତାନ ରବିବାର ଦୁବାଇରେ ଏସିଆ କପ୍ ମ୍ୟାଚ୍ ଖେଳିବାକୁ ସ୍ଥିର ହୋଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପାକିସ୍ତାନ ବିପକ୍ଷରେ ଖେଳିବାକୁ ରାଜି ହୋଇଥିବାରୁ ଏହାକୁ … Continue reading Pahalgam attack victim’s widow calls for boycott of India-Pak match ।। ପହଲଗାମ ଆକ୍ରମଣ ପୀଡିତଙ୍କ ବିଧବା ପତ୍ନୀଙ୍କ ଆହ୍ୱାନ: ବର୍ଜନ କରନ୍ତୁ ଭାରତ-ପାକ୍ ଏସିଆ କପ୍ ମ୍ୟାଚ୍