ପହଲଗାମ ଆକ୍ରମଣ: ସିନ୍ଧୁ ଜଳ ଚୁକ୍ତି ସ୍ପଷ୍ଟ
Sindhu Water treaty: ଭାରତ ଓ ପାକିସ୍ତାନ ମଧ୍ୟରେ ତିନିଟି ଯୁଦ୍ଧ ପରେ ବି ଜଳବଣ୍ଟନ ଚୁକ୍ତି ଅତୁଟ ରହିଥିଲେ ମଧ୍ୟ ଏହାର ଭାଗ୍ୟ ଏବେ ଝୁଲିବା ଅବସ୍ଥାରେ ରହିଛି। ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ପାକିସ୍ତାନ ସହ ଜଳବଣ୍ଟନ ଚୁକ୍ତିକୁ ସଂଘର୍ଷରୁ ମୁକ୍ତ ରଖିବା ପାଇଁ ଭାରତର ଦୀର୍ଘଦିନର ନୀତିରେ ପରିବର୍ତ୍ତନ ଆସିଛି। ତେବେ ଏପ୍ରିଲ ୨୩ତାରିଖରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସିନ୍ଧୁଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ … Continue reading ପହଲଗାମ ଆକ୍ରମଣ: ସିନ୍ଧୁ ଜଳ ଚୁକ୍ତି ସ୍ପଷ୍ଟ
Copy and paste this URL into your WordPress site to embed
Copy and paste this code into your site to embed