ଓଡ଼ିଶାରେ ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତ ମାସରୁ ମିଳିବ ମାସିକ ୩୦ ହଜାର ଟଙ୍କା ଭତ୍ତା

ଓଡ଼ିଶା ସରକାର ଚଳିତ ମାସରୁ ରାଜ୍ୟର ପ୍ରତ୍ୟେକ ପଦ୍ମ ପୁରସ୍କାର ପ୍ରାପ୍ତବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ଜାରି ବିଜ୍ଞପ୍ତିରେ ଏହା କୁହାଯାଇଛି। ପୁରସ୍କାର ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ପୂର୍ବ ଘୋଷଣାରେ ଏହି ଯୋଜନା ରଖାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ବିଜ୍ଞପ୍ତି ରୁ ରାଜ୍ୟରୁ ପ୍ରାୟ ୫୫ ଜଣ ଜୀବନ୍ତ … Continue reading ଓଡ଼ିଶାରେ ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତ ମାସରୁ ମିଳିବ ମାସିକ ୩୦ ହଜାର ଟଙ୍କା ଭତ୍ତା