Over A Dozen Bullets Fired At YouTuber Elvish Yadav’s Gurugram Residence ।। ଏଲଭିସ ଯାଦବଙ୍କ ଘର ଉପରକୁ ଗୁଳିମାଡ଼ ପଛର ପ୍ରକୃତ କାହାଣୀ

ସୁରକ୍ଷା ନେଇ ପ୍ରସିଦ୍ଧ ଯୁଟ୍ୟୁବର ଏଲଭିସ ଯାଦବ ବର୍ତ୍ତମାନ ଚିନ୍ତାରେ ଅଛନ୍ତି। ରବିବାର ସକାଳେ ତାଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ଗୁଳିମାଡ଼ ହୋଇଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ପ୍ରାୟ ୧୦-୧୨ ରାଉଣ୍ଡ ଗୁଳି ଚାଳନା ହୋଇଛି। କେହି ବୁଝି ପାରୁନାହାନ୍ତି ଯେ ଏଲଭିସ ଯାଦବଙ୍କ ଘର ଉପରକୁ କିଏ ଗୁଳିମାଡ଼ କରିଛି। ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ଏଲଭିସ୍ ନିଜ ଘରେ ନଥିଲେ। ଏହି ଘଟଣା ରବିବାର ସକାଳ ପ୍ରାୟ ସାଢେ ପାଞ୍ଚଟା … Continue reading Over A Dozen Bullets Fired At YouTuber Elvish Yadav’s Gurugram Residence ।। ଏଲଭିସ ଯାଦବଙ୍କ ଘର ଉପରକୁ ଗୁଳିମାଡ଼ ପଛର ପ୍ରକୃତ କାହାଣୀ