ମହାକୁମ୍ଭ ୨୦୨୫; ୪୦ କୋଟି ଶ୍ରଦ୍ଧାଳୁ କଲେଣି ପବିତ୍ର ସ୍ନାନ

ଶୁକ୍ରବାର ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୨ ଲକ୍ଷ ଟପିଥିବା ବେଳେ ମହାକୁମ୍ଭ ୨୦୨୫ରେ ଆଜି ସୁଦ୍ଧା ସମୁଦାୟ ୪୦ କୋଟି ଶ୍ରଦ୍ଧାଳୁ କରିଛନ୍ତି ପବିତ୍ର ସ୍ନାନ। ମହାକୁମ୍ଭ ଆଉ ୧୯ ଦିନ ବାକି ଥିବା ବେଳେ ସ୍ନାନକାରୀଙ୍କ ସଂଖ୍ୟା ୫୦ କୋଟି ଟପି ପାରେ ବୋଲି ଅନୁମାନ କରାଯାଉଛି। ମହାକୁମ୍ଭରେ ପ୍ରତିଫଳିତ ହେଲା ବିବିଧ ସଂସ୍କୃତି ତିନୋଟି ଅମୃତ ସ୍ନାନ (ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ) ପରେ … Continue reading ମହାକୁମ୍ଭ ୨୦୨୫; ୪୦ କୋଟି ଶ୍ରଦ୍ଧାଳୁ କଲେଣି ପବିତ୍ର ସ୍ନାନ