ପ୍ରୟାଗରାଜରେ ଅମୃତସ୍ନାନ କଲେ ୩.୫ କୋଟି ଶ୍ରଦ୍ଧାଳୁ
ମେଳା ଅଞ୍ଚଳରେ ୫୦ ହଜାର ସୁରକ୍ଷାକର୍ମୀ ମୁତୟନ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗଙ୍ଗା ସେବା ଦୂତ ନିୟୋଜିତ ଭୋଗାଲି ବିହୁର ପ୍ରଥମ ଉତ୍ସବ ଅନୁଷ୍ଠିତ ପବିତ୍ର ମକର ସଂକ୍ରାନ୍ତି ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମର ଥଣ୍ଡା ଜଳରେ ପ୍ରଥମ ‘ଅମୃତ ସ୍ନାନ’ କରିଛନ୍ତି। ୧୨ ଘଣ୍ଟା ଧରି ଚାଲିଥିବା ଅମୃତ ସ୍ନାନରେ ୩.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁଙ୍କ … Continue reading ପ୍ରୟାଗରାଜରେ ଅମୃତସ୍ନାନ କଲେ ୩.୫ କୋଟି ଶ୍ରଦ୍ଧାଳୁ
Copy and paste this URL into your WordPress site to embed
Copy and paste this code into your site to embed