ବର୍ତ୍ତମାନ ସୁଦ୍ଧା ୨୦ ହଜାର ସରକାରୀ ଅଧିକାରୀ ଫେରାଇଲେ ରାସନ କାର୍ଡ଼

ପିଡିଏସ୍ ସାମଗ୍ରୀ ନେଉଥିବା ଅଯୋଗ୍ୟ ହିତାଧିକାରୀ ଭାବେ ପ୍ରାୟ ୨୦,୦୦୦ରୁ ଅଧିକ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଅଯୋଗ୍ୟ ପିଡିଏସ୍ ହିତାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଘୋଷଣା କରିଥିଲେ। ଏହା ପରେ ପରେ ୧୨,୦୦୦ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରାଇ ଥିଲେ।ତେବେ ଶୁକ୍ରବାର ସୁଦ୍ଧା ସେମାନଙ୍କ … Continue reading ବର୍ତ୍ତମାନ ସୁଦ୍ଧା ୨୦ ହଜାର ସରକାରୀ ଅଧିକାରୀ ଫେରାଇଲେ ରାସନ କାର୍ଡ଼