ଓଏସଡବ୍ଲ୍ୟୁସି ର ବମ୍ପର ଲାଭରୁ ଓଡ଼ିଶା ସରକାରଙ୍କୁ ୨.୮୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ, ୧୯.୨୨ କୋଟି ଟଙ୍କାର ରେକର୍ଡ ନିଟ୍ ପ୍ରଫିଟ୍ || OSWC’s bumper profit gives Odisha government a dividend of Rs 2.88 crore, record net profit of Rs 19.22 crore

ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସଫଳତାର ଏକ ନୂତନ ଅଧ୍ୟାୟ ଯୋଡ଼ିଛି ଓଡ଼ିଶା ରାଜ୍ୟ ଆଗାର ନିଗମ କିମ୍ବା ଓଡ଼ିଶା ଷ୍ଟେଟ୍ ୱେୟାରହାଉସିଂ କର୍ପୋରେସନ୍। ଚଳିତ ଆର୍ଥିକ ବର୍ଷରେ ସଂସ୍ଥା ବିପୁଳ ପରିମାଣର ଲାଭ ଅର୍ଜନ କରିବା ସହ ରାଜ୍ୟ ଆର୍ଥିକ ପ୍ରଗତିରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତିପାଦିତ କରିଛି। ଓଏସଡବ୍ଲ୍ୟୁସି ପକ୍ଷରୁ ମୋଟ ୧୯.୨୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରାଯାଇଛି। ଏହି ସଫଳତା ପରେ ନିଗମ ପକ୍ଷରୁ ଓଡ଼ିଶା ସରକାରଙ୍କୁ ୨.୮୮ କୋଟି … Continue reading ଓଏସଡବ୍ଲ୍ୟୁସି ର ବମ୍ପର ଲାଭରୁ ଓଡ଼ିଶା ସରକାରଙ୍କୁ ୨.୮୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ, ୧୯.୨୨ କୋଟି ଟଙ୍କାର ରେକର୍ଡ ନିଟ୍ ପ୍ରଫିଟ୍ || OSWC’s bumper profit gives Odisha government a dividend of Rs 2.88 crore, record net profit of Rs 19.22 crore