ନିର୍ଦ୍ଧାରିତ ତାରିଖରେ ହିଁ ଅନୁଷ୍ଠିତ ହେବ OSSTET ପରୀକ୍ଷା: ସ୍ଥଗିତ ଖବରକୁ ଖଣ୍ଡନ କଲେ ବୋର୍ଡ ସଭାପତି || OSSTET exam to be held on the scheduled date: Board President refutes reports of postponement.

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ ସ୍ଥଗିତ ରହିବା ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚା ଓ ଦ୍ୱନ୍ଦ୍ୱ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର (ସେପ୍ଟେମ୍ବର ୩୦) ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ OSSTET ପରୀକ୍ଷା ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ। ପରୀକ୍ଷା ଘୁଞ୍ଚିବା ନେଇ ପ୍ରଚାରିତ ଖବରକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ … Continue reading ନିର୍ଦ୍ଧାରିତ ତାରିଖରେ ହିଁ ଅନୁଷ୍ଠିତ ହେବ OSSTET ପରୀକ୍ଷା: ସ୍ଥଗିତ ଖବରକୁ ଖଣ୍ଡନ କଲେ ବୋର୍ଡ ସଭାପତି || OSSTET exam to be held on the scheduled date: Board President refutes reports of postponement.