ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଗୁରୁବାର ଦିନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ୨୦୨୫ର ଫଳାଫଳ ଘୋଷଣା କରିଛନ୍ତି , ଯାହାର ମୋଟ ପାସ୍ ହାର ୭୨.୩୮ ପ୍ରତିଶତ ଥିଲା । ରେଜଲ୍ଟ ୯ଏପ୍ରିଲ, ୨୦୨୬ରେ ଅପରାହ୍ନ ୪ଟାରୁ ବୋର୍ଡର ସରକାରୀ ୱେବସାଇଟରେ ହୋଇଛି ଉପଲବ୍ଧ । ଫଳାଫଳ ଏବଂ ପ୍ରବେଶ ବିବରଣୀ OSSTET ୨୦୨୫ ପରୀକ୍ଷା ଜାନୁଆରୀ ୨୧,୨୦୨୬ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରଥମ ଓ ଦ୍ଵିତୀୟ ପରୀକ୍ଷା ଅର୍ଥାତ … Continue reading OSSTET ୨୦୨୫ ଫଳାଫଳ ଘୋଷଣା, ୭୨.୩୮ ପ୍ରତିଶତ ପ୍ରାର୍ଥୀ ଯୋଗ୍ୟ ବିବେଚିତ || OSSTET 2025 results declared, 72.38 percent candidates considered eligible
Copy and paste this URL into your WordPress site to embed
Copy and paste this code into your site to embed