ମଙ୍ଗଳବାର ଭୋର ସମୟରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ OSRTC ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଓଲଟି ପଡ଼ିବା ଫଳରେ ଅତି କମରେ ଛଅ ଜଣ ଗୁରୁତର ଏବଂ ୨୫ ରୁ ଅଧିକ ଆହତ ହୋଇଛନ୍ତି। ବସ୍ ଟି ପୁରୀରୁ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରୁଥିଲା। ସମଲ ପୋଲିସ ଷ୍ଟେସନ ଅଧୀନସ୍ଥ ଜାତୀୟ ରାଜପଥ-୧୪୯ର ବୁରୁକୁନା ଛକ ନିକଟରେ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ୫୦ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା … Continue reading ଓଲଟି ପଡ଼ିଲା OSRTCର ଜଗନ୍ନାଥ ଏକ୍ସପ୍ରେସ୍, ୬ଗୁରୁତର, ୨୫ ରୁ ଅଧିକ ଆହତ || OSRTC Jagannath Express overturns, 6 seriously injured, over 25 injured
Copy and paste this URL into your WordPress site to embed
Copy and paste this code into your site to embed