ଓସ୍କାର ୨୦୨୫ରୁ କଟିଲା ‘ଲାପତା ଲେଡ଼ିଜ୍’ର ନାମ

Oscars 2025: ଆମୀର ଖାନ ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ହୋଇଥିବାବେଳେ ଅନ୍ୟ ପଟେ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ତାଙ୍କ ୟୁନିକ କଣ୍ଟେନ୍ଟ ପାଇଁ ପ୍ରସିଦ୍ଧ। ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାପତା ଲେଡ଼ିଜ୍’ ଦର୍ଶକ ତଥା ସମାଲୋଚକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ବକ୍ସ ଅଫିସରେ ମଧ୍ୟ ରହିଥିଲା। ଟ୍ରେନରେ ଦୁଇ ମହିଳାଙ୍କ ବଦଳିଯିବାର ଏହି ସରଳ କାହାଣୀ ଲକ୍ଷ ଲକ୍ଷ … Continue reading ଓସ୍କାର ୨୦୨୫ରୁ କଟିଲା ‘ଲାପତା ଲେଡ଼ିଜ୍’ର ନାମ