ଓସ୍କାରରେ ନାମ ଲେଖାଇଲା ”କଙ୍ଗୁଭା”
Oscar 2025: ମାସକ ମଧ୍ୟରେ ଫିଲ୍ମ ‘କଙ୍ଗୁୱା’ ପ୍ରେକ୍ଷାଳୟରୁ ଓଟିଟି ପ୍ଲାଟଫର୍ମକୁ ଚାଲିଯାଇଥିଲା। ଯେଉଁଠାରେ ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା । ୩୦୦-୩୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ସବୁଠାରୁ ଦାମୀ ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ ଥିଲା, କିନ୍ତୁ ଟିକେଟ ୱିଣ୍ଡୋରେ ଏହା ମାତ୍ର ୧୦୬ କୋଟି ଟଙ୍କା ରୋଜଗାର କରିଥିଲା, ଯାହା କି ଫିଲ୍ମର ବଜେଟର ଏକ ତୃତୀୟାଂଶ ଥିଲା । ୨୦୨୪ମସିହାରେ ପ୍ରଶଂସକମାନେ ଫିଲ୍ମ ‘କଙ୍ଗୁୱା‘କୁ ଯେତିକି ଉତ୍ସାହର ସହ … Continue reading ଓସ୍କାରରେ ନାମ ଲେଖାଇଲା ”କଙ୍ଗୁଭା”
Copy and paste this URL into your WordPress site to embed
Copy and paste this code into your site to embed