ଓଡ଼ିଆ ଅସ୍ମିତାକୁ ବେଡ଼ି

ଭାଷା ଭିତ୍ତିରେ ଗଢ଼ା ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ୧୯୩୬ ମସିହା ଆଜିର ଦିନରେ ଇଂରେଜ ସରକାର ବାଧ୍ୟ ହୋଇ ଓଡ଼ିଶାକୁ ଓଡ଼ିଆ ଭାଷା କହୁଥିବା ଅଞ୍ଚଳ ଆଧାରରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ। ଏହାପରେ ଅନେକ ସମୟ ବିତିଲାଣି। ପ୍ରଥମେ ବିହାର ପ୍ରଭାବରେ ଆମେ ଆମର ଦୁଇଟି ପ୍ରମୁଖ ଓଡ଼ିଆ ଭାଷା କହୁଥିବା ଜିଲ୍ଲାକୁ ହରାଇଲୁ। ପଶ୍ଚିମବଙ୍ଗ ପ୍ରଭାବରେ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ପଢ଼ିବା ଲାଗି ସୁବିଧା ହରାଇଲୁ। ଉତ୍କଳ ସମ୍ମିଳନୀ ଭାଗଭାଗ … Continue reading ଓଡ଼ିଆ ଅସ୍ମିତାକୁ ବେଡ଼ି