ଧାନ କ୍ରୟ ପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ଜରୁରୀ: ହାଇକୋର୍ଟ

Orissa High Court: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଦୁଇ ଜଣ ଚାଷୀ ଅଫ୍ ଲାଇନରେ ଆବେଦନ ଗ୍ରହଣ ନ କରିବା ବିରୋଧରେ ହସ୍ତକ୍ଷେପ ପାଇଁ କରିଥିବା ଆବେଦନର ବିଚାର କରି ଏହି ଅନୁମୋଦନ ଦିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ଅଧୀନରେ ଧାନ ବିକ୍ରି କରିବା ପାଇଁ ଚାଷୀ ପରିଚୟ ପତ୍ର ଯୋଜନାରେ ପଞ୍ଜୀକରଣ ପାଇଁ ଅନଲାଇନରେ ଆବେଦନ କରିବା ବାଧ୍ୟତାମୂଳକ କରିବା ପାଇଁ ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତିକୁ ହାଇକୋର୍ଟ ଅନୁମୋଦନ କରିଛନ୍ତି। ସମ୍ବଲପୁର ଜିଲ୍ଲା … Continue reading ଧାନ କ୍ରୟ ପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ଜରୁରୀ: ହାଇକୋର୍ଟ