ସରକାରୀ ଚାକିରି ପ୍ରତି ଡାକ୍ତରଙ୍କ ବିମୁଖତା ନେଇ ହାଇକୋର୍ଟଙ୍କ ଗଭୀର ଉଦବେଗ ପ୍ରକାଶ
Doctor: ଯଦି ଏହାର ସମାଧାନ କରାନଯାଏ, ତେବେ ଏହି ଅନିୟନ୍ତ୍ରିତ ସ୍ଥାନାନ୍ତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମୂଳଦୁଆକୁ ଦୁର୍ବଳ କରିଦେବ। ଓଡ଼ିଶା ହାଇକୋର୍ଟ ସରକାରୀ ଡାକ୍ତରଙ୍କ ଚାକିରି ବିମୁଖତା ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଓଡ଼ିଶା ସିଭିଲ୍ ସର୍ଭିସ୍ (ପେନସନ୍) ନିୟମ, ୧୯୯୨ରେ ଆବଶ୍ୟକ ସଂଶୋଧନ ଆଣିବାକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପରାମର୍ଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସାରା ଦେଶରେ ଡାକ୍ତରମାନେ … Continue reading ସରକାରୀ ଚାକିରି ପ୍ରତି ଡାକ୍ତରଙ୍କ ବିମୁଖତା ନେଇ ହାଇକୋର୍ଟଙ୍କ ଗଭୀର ଉଦବେଗ ପ୍ରକାଶ
Copy and paste this URL into your WordPress site to embed
Copy and paste this code into your site to embed