ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ

Orissa Highcourt: ୬ ମାସ ମଧ୍ୟରେ ଗର୍ଭଧାରଣ ସମ୍ପର୍କିତ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ପ୍ରସ୍ତୁତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ସିକଲ୍ ସେଲ୍ ରୋଗ ଓ ଏପିଲେପ୍ସି ରୋଗରେ ପୀଡ଼ିତ ୨୬ ସପ୍ତାହରୁ ଅଧିକ ଗର୍ଭଧାରଣ କରିଥିବା ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆଉ ବିଳମ୍ବ କିମ୍ବା ବାଧା ସୃଷ୍ଟି ନକରି ଏହି ପ୍ରକ୍ରିୟା ସମ୍ପାଦନ କରିବାକୁ ଅଦାଲତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ … Continue reading ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ