Organic rice to be used for ‘Kotho Bhoga’ during Rath Yatra।। ରଥଯାତ୍ରାରୁ ‘କୋଠ ଭୋଗ’ ପାଇଁ ବ୍ୟବହାର ହେବ ରସାୟନମୁକ୍ତ ଚାଉଳ

ଚଳିତ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କ ‘କୋଠ ଭୋଗ’ ପ୍ରସ୍ତୁତ କରିବା ପାଇଁ ଜୈବିକ ଚାଉଳ କିମ୍ବା ‘ଅମୃତ ଅନ୍ନ’ ବ୍ୟବହାର କରାଯିବ। ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ପ୍ରଭୁଙ୍କୁ ଏହି ନୈବେଦ୍ୟ ଅର୍ପଣ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସରକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏଥି ପାଇଁ କୋରାପୁଟ ସ୍ଥିତ ପ୍ରଗତି ସଂସ୍ଥାନ ଦ୍ୱାରା ଚାଉଳ ଯୋଗାଇ ଦିଆଯିବ। ଏକ ରାଜ୍ୟସ୍ତରୀୟ … Continue reading Organic rice to be used for ‘Kotho Bhoga’ during Rath Yatra।। ରଥଯାତ୍ରାରୁ ‘କୋଠ ଭୋଗ’ ପାଇଁ ବ୍ୟବହାର ହେବ ରସାୟନମୁକ୍ତ ଚାଉଳ