Malegaon Blast Case: Ex-Cop Claims ‘Order To Arrest Mohan Bhagwat’ To Prove Saffron Terror ।। ମାଲେଗାଓଁ ବିସ୍ଫୋରଣ ମାମଲାରେ ଭାଗବତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଥିଲା

ଏନଆଇଏର ସ୍ୱତନ୍ତ୍ର କୋର୍ଟ ମହାରାଷ୍ଟ୍ରର ମାଲେଗାଓଁ ମାମଲାରେ ସମସ୍ତ ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ଏହା ପରେ, ବର୍ତ୍ତମାନ ଏହି ବିସ୍ଫୋରଣର ତଦନ୍ତରେ ସାମିଲ ଥିବା ପୂର୍ବତନ ଏଟିଏସ ଅଧିକାରୀ ବଡ଼ ଖୁଲାସା କରିଛନ୍ତି। ପୂର୍ବତନ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଏହି ମାମଲାରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ମିଳିଥିଲା। ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି, କୌଣସି ଗୈରିକ ଆତଙ୍କବାଦ ନ ଥିଲା, ସବୁକିଛି ନକଲି ଥିଲା। ୨୦୦୮ ମସିହାରେ ମହାରାଷ୍ଟ୍ରର … Continue reading Malegaon Blast Case: Ex-Cop Claims ‘Order To Arrest Mohan Bhagwat’ To Prove Saffron Terror ।। ମାଲେଗାଓଁ ବିସ୍ଫୋରଣ ମାମଲାରେ ଭାଗବତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଥିଲା