ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବିଧାନସଭାର ମର୍ଯ୍ୟାଦା ଉଲ୍ଲଂଘନ କରୁଛନ୍ତି: ସାମଲ

 Manmohan Samal: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି କଂଗ୍ରେସ ଓ ବିଜେଡିକୁ କଡ଼ା ସମାଲୋଚନା କରିବା ସହ ଉଭୟ ଦଳ ଓଡ଼ିଶା ବିଧାନସଭାର ମର୍ଯ୍ୟାଦା ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ବିଧାନସଭାରେ ସାମ୍ପ୍ରତିକ ଅଚଳାବସ୍ଥା କୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏକ ଦାୟିତ୍ୱବାନ ବିରୋଧୀଙ୍କ ଠାରୁ ଏଭଳି ଆଚରଣ ଆଶା କରାଯାଉନାହିଁ। ବାଚସ୍ପତିଙ୍କ ସହ ଯେଉଁ ଭଳି ବ୍ୟବହାର କରାଯାଇଛି ତାହାକୁ ସେ … Continue reading ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବିଧାନସଭାର ମର୍ଯ୍ୟାଦା ଉଲ୍ଲଂଘନ କରୁଛନ୍ତି: ସାମଲ