ଅପରେସନ ସିନ୍ଦୁର ୨.୦: ଭାରତର ୧୫ ସାମରିକ ଘାଟି ଉପରେ ପାକ୍ ଆକ୍ରମଣ ଉଦ୍ୟମ ପଣ୍ଡ,ଉତ୍ତରରେ ପାକିସ୍ତାନ ଉପରେ ପୁଣି ଡ୍ରୋନ୍ ଆକ୍ରମଣ

ଗୁରୁବାର, ମେ ୮, ୨୦୨୫ରେ ପାକିସ୍ତାନର ଲାହୋର ସମେତ ଅନେକ ସ୍ଥାନରେ ଭାରତ ଦ୍ୱାରା ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ପାକିସ୍ତାନ ସେନା ଦାବି କରିଛି। ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ କହିଛନ୍ତି ଯେ, ଭାରତ ଇସରାଏଲ ନିର୍ମିତ ହାରୋପ ଡ୍ରୋନ ବ୍ୟବହାର କରି ଲାହୋର, କରାଚୀ, ରାୱଲପିଣ୍ଡି, ଗୁଜରାନୱାଲା, ଚକୱାଲ, ବାହାୱଲପୁର, ମିଆନୋ, ଚୋର ଏବଂ ଅଟକ ଆଦି ସ୍ଥାନକୁ ଟାର୍ଗେଟ କରିଛି। ସେ ଦାବି କରିଛନ୍ତି ଯେ, ପାକିସ୍ତାନର … Continue reading ଅପରେସନ ସିନ୍ଦୁର ୨.୦: ଭାରତର ୧୫ ସାମରିକ ଘାଟି ଉପରେ ପାକ୍ ଆକ୍ରମଣ ଉଦ୍ୟମ ପଣ୍ଡ,ଉତ୍ତରରେ ପାକିସ୍ତାନ ଉପରେ ପୁଣି ଡ୍ରୋନ୍ ଆକ୍ରମଣ