ଗତ ମଧ୍ୟରାତ୍ରୀରେ ଭାରତର ‘ଅପରେସନ ସିନ୍ଦୂର’ ପାକିସ୍ତାନୀଙ୍କ ନିଦ ହଜାଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ମାଟିରୁ ନିକ୍ଷେପ କରାଯାଇଥିବା ମିଶାଇଲଦ୍ୱାରା ପାକିସ୍ତାନର ୪ ମସ୍ଜିଦ ଧ୍ୱସ୍ତ ହୋଇଛି। ପାକିସ୍ତାନୀ ହିସାବ ଅନୁସାରେ ୧୫ଜଣଙ୍କ ଜୀବନ ଯାଇଛି ଏବଂ ୩୫ରୁ ଅଧିକ ଆହତ ହୋଇଛନ୍ତି। ଭାରତ ପକ୍ଷରୁ ମୃତାହତଙ୍କ ସଂଖ୍ୟା ଦିଆଯାଇନି। ଭାରତ ବିପକ୍ଷରେ ଷଡ଼ଯନ୍ତ୍ର କରୁଥିବା ଆଡ୍ଡାସ୍ଥଳଗୁଡ଼ିକୁ ବାଛି ବାଛି ଧ୍ୱଂସ କରାଯାଇଛି ବୋଲି କୁହାଯାଇଛି। ଏହିକ୍ରମରେ ୯ଟି ସ୍ଥାନରେ ଆକ୍ରମଣ ହୋଇଛି। ଆଉ … Continue reading ଓଡ଼ିଶାରେ ବି ଅପରେସନ ସିନ୍ଦୂର
Copy and paste this URL into your WordPress site to embed
Copy and paste this code into your site to embed