Operation Sindoor has ruined the dignity of the Pakistan Army ।। ପାକ୍ ସେନାର ଇଜତକୁ ବରବାଦ କରିଦେଇଛି ଅପରେସନ୍ ସିନ୍ଦୂର

ଭାରତୀୟ ସଶସ୍ତ୍ର ବାହିନୀ ଚଳିତ ବର୍ଷ ମେ’ ମାସରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ବିରୋଧରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କୀ ହମଲାର ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। କିନ୍ତୁ ପାକିସ୍ତାନୀ ସେନାର ପାଲଟା ହମଲା ପରେ ଏହା ଏକ ସାମରିକ ସଂଘର୍ଷରେ ପରିଣତ ହୋଇଥିଲା। ଏହା ପରେ ଯାହା ହେଲା, ତାହା ପାକିସ୍ତାନ ପାଇଁ କେବେ ନ ଭୁଲିବା ଭଳି ଶିକ୍ଷା । ଭାରତୀୟ … Continue reading Operation Sindoor has ruined the dignity of the Pakistan Army ।। ପାକ୍ ସେନାର ଇଜତକୁ ବରବାଦ କରିଦେଇଛି ଅପରେସନ୍ ସିନ୍ଦୂର