ଅପରେସନ୍‍ ସିନ୍ଦୂର: ଖୋଲିଲା ୩୨ଟି ବିମାନବନ୍ଦର

ଯୁଦ୍ଧ ବିରତି ଘୋଷଣା ପରେ ସ୍ୱାଭାବିକ ହେଉଛି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜନଜୀବନ। ଏହି କ୍ରମରେ ଭାରତର ବିଭିନ୍ନ ସ୍ଥାନରେ ଲାଗିଥିବା କଟକଣା କ୍ରମଶଃ ଦୂର ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ବ୍ଲାକ୍‍ଆଉଟ୍‍ ନିର୍ଦ୍ଦେଶ ଉଠିଛି। ଆଜି ଭାରତ ସରକାର ଶ୍ରୀନଗର ବ୍ୟତୀତ କଟକଣା ଲାଗିଥିବା ୩୨ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ପାଇଁ ଉନ୍ମୁକ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ସେମାବାର ଦିନ ୩୨ଟି ବିମାନ ବନ୍ଦରରେ ନାଗରିକ ବିମାନ ଚଳାଚଳ ପାଇଁ … Continue reading ଅପରେସନ୍‍ ସିନ୍ଦୂର: ଖୋଲିଲା ୩୨ଟି ବିମାନବନ୍ଦର