‘ଅପରେସନ୍ ସଂକଳ୍ପ’ : ଛତିଶଗଡ଼ରେ ଏନକାଉଣ୍ଟରରେ ୨୨ ନକ୍ସଲ ନିପାତ
ବୁଧବାର ତେଲେଙ୍ଗାନା ନିକଟସ୍ଥ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ‘ଅପରେସନ୍ ସଂକଳ୍ପ’ ଚାଲିଥିବା ବେଳେ ସୁରକ୍ଷାବାହିନୀ ସଂଘର୍ଷରେ ୨୨ ଜଣ ନକ୍ସଲଙ୍କୁ ନିପାତ କରିଦେଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଆଜି ସକାଳୁ ରାଜ୍ୟ ସୀମାରେ ଥିବା କାରେଗୁଟ୍ଟା ପାହାଡ଼ ଜଙ୍ଗଲରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୨ଟି ନକ୍ସଲଙ୍କ ମୃତଦେହ ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ଏହି ଘଟଣାକୁ ମିଶାଇ ଏପ୍ରିଲ ୨୧ … Continue reading ‘ଅପରେସନ୍ ସଂକଳ୍ପ’ : ଛତିଶଗଡ଼ରେ ଏନକାଉଣ୍ଟରରେ ୨୨ ନକ୍ସଲ ନିପାତ
Copy and paste this URL into your WordPress site to embed
Copy and paste this code into your site to embed