ଅପରେସନ ‘ରିଡଲ’ରୁ ଅପରେସନ ସିନ୍ଦୂର, ପାକିସ୍ତାନ ବିରୋଧରେ ଭାରତ କରିଛି ୧୧ ସାମରିକ ଅଭିଯାନ

ପାକିସ୍ତାନର ଜନ୍ମ ସହିତ ହିଁ ଭାରତ ସହିତ ତା’ର ବିବାଦ ଆରମ୍ଭ ହୋଇଛି। ପାକିସ୍ତାନର ବାରମ୍ବାର ଆକ୍ରମଣ ଓ ଅପକର୍ମ ହେତୁ ଭାରତ ଏପର୍ଯ୍ୟନ୍ତ ଅତି କମରେ ୧୧ଥର ତା’ ବିରୋଧରେ ସାମରିକ ଅଭିୟାନ କରିଛି। ବିଶେଷତଃ ଅପରେସନ ସିନ୍ଦୁର (୨୦୨୫) ପାକିସ୍ତାନକୁ ବିଶ୍ୱବ୍ୟାପୀ ଅପମାନିତ କରିଛି। ପ୍ରତ୍ୟେକ ସାମରିକ ଅଭିଯାନ ଭାରତର ସୈନ୍ୟବାହିନୀର ଶକ୍ତିକୁ ପ୍ରମାଣ କରିଛି ଏବଂ ପାକିସ୍ତାନକୁ ନତମସ୍ତକ ହେବାକୁ ବାଧ୍ୟ କରିଛି। ତଥାପି, ବାରମ୍ବାର ପରାଜୟ ସତ୍ତ୍ୱେ ପାକିସ୍ତାନ ଓ ତା’ର … Continue reading ଅପରେସନ ‘ରିଡଲ’ରୁ ଅପରେସନ ସିନ୍ଦୂର, ପାକିସ୍ତାନ ବିରୋଧରେ ଭାରତ କରିଛି ୧୧ ସାମରିକ ଅଭିଯାନ