ସୈତାନ’ ଧରିବା ପାଇଁ ବାଂଲାଦେଶରେ ଅପରେସନ୍ ‘ଡେଭିଲ୍ ହଣ୍ଟ୍’

ଇସଲାମ ଧର୍ମରେ ରମଜାନ ମାସକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ମାସରେ ସୈତାନକୁ ମଧ୍ୟ ବନ୍ଦୀ କରାଯାଏ। ଅନ୍ୟପକ୍ଷରେ, ବାଂଲାଦେଶରେ ଏହି ମାସ ଶେଷରେ ଆରମ୍ଭ ହେଉଥିବା ରମଜାନ ପୂର୍ବରୁ ସୈତାନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରାଯାଇଛି। ବାଂଲାଦେଶ ସରକାର ଯେଉଁମାନଙ୍କୁ  ସୈତାନ ବୋଲି ଧରିନେଇଛନ୍ତି ସେମାନେ ଆକାଶରୁ ଖସି ନାହାନ୍ତି। ସେମାନେ ହେଉଛନ୍ତି ସେହି ବାଂଲାଦେଶୀ ନାଗରିକ ଯେଉଁମାନେ ନିଜ ସରକାର ବିରୋଧରେ କିଛି ବୟାନବାଜୀ କରୁଛନ୍ତି । ସରକାର … Continue reading ସୈତାନ’ ଧରିବା ପାଇଁ ବାଂଲାଦେଶରେ ଅପରେସନ୍ ‘ଡେଭିଲ୍ ହଣ୍ଟ୍’