କଟକରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍ୱୟଂଚାଳିତ ଯାନ ଫିଟନେସ୍ ଟେଷ୍ଟିଂ ସେଣ୍ଟର

ମୋଟରଯାନ ଫିଟନେସ୍ ଯାଞ୍ଚର ସଠିକତା ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର କଟକ ଆରଟିଓ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମାଲିକାନାଓ ପରିଚାଳିତ ଭାରତର ପ୍ରଥମ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ୍ (ଏଟିଏସ୍) ପ୍ରତିଷ୍ଠା କରିଛନ୍ତି।ଏଠାରେ ଗାଡ଼ିଗୁଡ଼ିକୁ ଟେଷ୍ଟିଂ ଟ୍ରାକ୍ ରେ ଚଲାଇ ସେମାନଙ୍କ ସଡ଼କ ଯୋଗ୍ୟତା ଜାଣିବାକୁ ହେବ। କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ, ଦକ୍ଷ ଏବଂ ସ୍ୱଚ୍ଛ ଫିଟନେସ ପରୀକ୍ଷା ସୁନିଶ୍ଚିତ କରିବା ଏବଂ ନିୟାମକ ଅନୁପାଳନକୁ ସୁଦୃଢ଼ କରିବା ପାଇଁ ଏଟିଏସ୍ … Continue reading କଟକରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍ୱୟଂଚାଳିତ ଯାନ ଫିଟନେସ୍ ଟେଷ୍ଟିଂ ସେଣ୍ଟର