Opened a shop at the age of 76 ।। ୭୬ ବର୍ଷ ବୟସରେ ୮୦ ଟଙ୍କା ରୋଜଗାର

କାନ୍ଥରେ ଝୁଲୁଛି କାଳିଆର ଫଟୋ । ମନରେ ଅଜସ୍ର ଭକ୍ତି , ଭଙ୍ଗା କୁଡ଼ିଆଟେ ଭଳି ଦେଖାହେଉଥିଲେ ବି ଏହିଟା ହିଁ ତାଙ୍କ ପାଇଁ ଶ୍ରୀମନ୍ଦିର । ଦିନକୁ ରୋଜଗାର ଅତିବେଶିରେ ୧୦୦ଟଙ୍କା । ପାନ ଦୁଇ ଖଣ୍ଡ ଭାଙ୍ଗି ଆଜି ବି ହସି ହସି ଏହି ଭଙ୍ଗାଘରେ ଜୀବନ ବିତାନ୍ତି ରାଧାଭାଇନା ନା ଆହା କହିବାକୁ କିଏ ଅଛି ନା ସାହା ହେବାକୁ କାହାକୁ ଆଶା ଅଛି । ଯେମିତି ମିଳୁଛି ସେତିକିରେ ଖୁସି ରାଧା … Continue reading Opened a shop at the age of 76 ।। ୭୬ ବର୍ଷ ବୟସରେ ୮୦ ଟଙ୍କା ରୋଜଗାର