ଟେଣ୍ଡର ଫିକ୍ସିଂର ଖୋଲା ଖେଳ? || Open game of tender fixing?
ଓଡ଼ିଶାରେ ପୁଣିଥରେ କି ଟେଣ୍ଡର ଫିକ୍ସିଂର ପୁରୁଣା ଛାୟା ଫେରିଆସୁଛି? ଯେଉଁ ସରକାର “ଜିରୋ ଟଲରେନ୍ସ” ଏବଂ “ଓଡ଼ିଆ ଅସ୍ମିତା”ର ନାରା ଦେଇ ଶାସନକୁ ଆସିଥିଲା, ସେଠି କ’ଣ ଏବେ ଅଫିସର ଓ କିଛି ପ୍ରଭାବଶାଳୀ ନେତାଙ୍କ ମନମାନି ଚାଲିଛି? କାହିଁକି ଓଡ଼ିଆ ଠିକାଦାରମାନେ ଆଜି ଆନ୍ଦୋଳନର ମାର୍ଗ ଧରିବାକୁ ବାଧ୍ୟ ହେଉଛନ୍ତି? ଏହି ସମସ୍ତ ପ୍ରଶ୍ନର କେନ୍ଦ୍ରବିନ୍ଦୁ ହୋଇଉଠିଛି ନୟାଗଡ଼ ଡିଭିଜନ୍ର ଏକ ଟେଣ୍ଡର ଘଟଣା, ଯାହା ଏବେ ରାଜ୍ୟର ନିର୍ମାଣ ଓ ପ୍ରକଳ୍ପ ପ୍ରଣାଳୀକୁ … Continue reading ଟେଣ୍ଡର ଫିକ୍ସିଂର ଖୋଲା ଖେଳ? || Open game of tender fixing?
Copy and paste this URL into your WordPress site to embed
Copy and paste this code into your site to embed