ନାଇଡୁ ସରକାରଙ୍କ ନିଷ୍ପତ୍ତି: ତିରୁମାଲା ମନ୍ଦିରରେ କେବଳ ହିନ୍ଦୁ କର୍ମଚାରୀ

Tirupati Temple: ଫେବ୍ରୁଆରି ମାସରେ ତିରୁପତି ମନ୍ଦିରରେ ୧୮ ଜଣ ଅଣହିନ୍ଦୁଙ୍କୁ ନିଯୁକ୍ତି ଦେବା ଉପରେ ନାଇଡୁ ସରକାର ପ୍ରତିବନ୍ଧକ ଲଗାଇବା ପରେ ଟିଟିଡିର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମର୍ଥନ କରୁଛି। ତିରୁପତିସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଅଣହିନ୍ଦୁମାନଙ୍କୁ ସେବାରୁ ଦୂରେଇ ରଖିବା ପାଇଁ ରାଜ୍ୟର ଏନଡିଏ ସରକାରଙ୍କ ସଂକଳ୍ପକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୃଢ଼ତାର ସହ ଘୋଷଣା କରିଛନ୍ତି। ତିରୁପତି ଦର୍ଶନ ଅବସରରେ ନାଇଡୁ କହିଛନ୍ତି, ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ନିୟୋଜିତ କରାଯିବା ଉଚିତ। ତିରୁମାଲା ତିରୁପତି … Continue reading ନାଇଡୁ ସରକାରଙ୍କ ନିଷ୍ପତ୍ତି: ତିରୁମାଲା ମନ୍ଦିରରେ କେବଳ ହିନ୍ଦୁ କର୍ମଚାରୀ