ଆଉ ମାତ୍ର ୭୨ ଦିନ: ହିଟଲରଙ୍କ ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିବେ ପ୍ରଧାନମନ୍ତ୍ରୀ ମୋଦୀ! || Only 72 days left: Prime Minister Modi will break Hitler’s biggest record!

ଆଉ ମାତ୍ର ୭୨ ଦିନ। ଠିକ୍ ୭୨ ଦିନ ପରେ ବିଶ୍ୱ ରାଜନୀତିରେ ଏକ ବଡ଼ ରେକର୍ଡ ବଦଳିବାକୁ ଯାଉଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଚର୍ଚ୍ଚିତ ଶାସକ କୁହାଯାଉଥିବା ଜର୍ମାନୀର ଆଡଲଫ୍ ହିଟଲରଙ୍କ କ୍ଷମତାରେ ରହିବାର ଯେଉଁ ଦିନର ରେକର୍ଡ ଥିଲା, ତାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଙ୍ଗିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନିର୍ବାଚିତ ପ୍ରଧାନମନ୍ତ୍ରିତ୍ୱର କାର୍ଯ୍ୟକାଳ ରେକର୍ଡକୁ ମଧ୍ୟ ପଛରେ ପକାଇ … Continue reading ଆଉ ମାତ୍ର ୭୨ ଦିନ: ହିଟଲରଙ୍କ ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିବେ ପ୍ରଧାନମନ୍ତ୍ରୀ ମୋଦୀ! || Only 72 days left: Prime Minister Modi will break Hitler’s biggest record!