ଭଗବାନ ଶିବଙ୍କୁ ଭାଙ୍ଗ ଦେବା ଉଚିତ କି? ଜାଣନ୍ତୁ ଶ୍ରୀମଦ ଭାଗବତ ଗୀତାରେ କ’ଣ ରହିଛି

Mahashivratri: ସନାତନ ଧର୍ମରେ ଭଗବାନ ଶିବଙ୍କ ପୂଜା ପାଇଁ ବିଶେଷ ମହତ୍ତ୍ୱ ରହିଛି । ସେଥିପାଇଁ ଭକ୍ତମାନେ ଶିବରାତ୍ରୀ ଦିନ ବହୁ ସଂଖ୍ୟାରେ ଶିବାଳୟ ପରିଦର୍ଶନ କରନ୍ତି । ଲୋକମାନେ ଶିବରାତ୍ରୀରେ ବିଶେଷ ନିୟମ ପାଳନ କରନ୍ତି । ଏହି ଦିନ ମାଂସ, ମଦ୍ୟପାନ ଏବଂ ରସୁଣ ଓ ପିଆଜ ଖାଆନ୍ତି ନାହିଁ । କିନ୍ତୁ ଭାଙ୍ଗ- ଗଞ୍ଜେଇ କିମ୍ବା ମଦ ପିଉଥିବା ଲୋକମାନେ ଏହି ଜିନିଷ ପିଇବା ବନ୍ଦ କରନ୍ତି ନାହିଁ। କାରଣ ଭାଙ୍ଗ ପୂଜାପାଠରେ … Continue reading ଭଗବାନ ଶିବଙ୍କୁ ଭାଙ୍ଗ ଦେବା ଉଚିତ କି? ଜାଣନ୍ତୁ ଶ୍ରୀମଦ ଭାଗବତ ଗୀତାରେ କ’ଣ ରହିଛି