ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ୍ ଏବେ ଜେପିସି ପାଖରେ, ଯଦି ୨୦୨୫ରେ ପାରିତ ହୁଏ, ତେବେ ଏକାସାଙ୍ଗରେ ନିର୍ବାଚନ କେବେ ହେବ?

One nation one election: କେନ୍ଦ୍ର ସରକାର ଗୋଟିଏ ଦେଶ- ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରିଛନ୍ତି। ଏହି ବିଲ୍‍କୁ ଜେପିସିକୁ ପଠାଯିବ। ଯଦି ୨୦୨୬ରେ ଏହି ବିଲ୍ ପାରିତ ହୁଏ, ତେବେ ନିର୍ବାଚନ ଆୟୋଗଙ୍କୁ ୨୦୨୯ ବର୍ଷ ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ। ତେବେ ବିଶେଷଜ୍ଞଙ୍କ ମତରେ ଗୋଟିଏ ଦେଶ- ଗୋଟିଏ ନିର୍ବାଚନ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହେବାକୁ ୨୦୩୪ ପର୍ଯ୍ୟନ୍ତ … Continue reading ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ୍ ଏବେ ଜେପିସି ପାଖରେ, ଯଦି ୨୦୨୫ରେ ପାରିତ ହୁଏ, ତେବେ ଏକାସାଙ୍ଗରେ ନିର୍ବାଚନ କେବେ ହେବ?