ଏକ ଦେଶ ଏକ ନିର୍ବାଚନ ବିଲ୍ ଏବେ ମୋଦି ସରକାରଙ୍କ ଚିନ୍ତା ବଢ଼ାଇବ ! ବିଜେପି ପାଇଁ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ

One  nation one election bill: ଏହି ବିଲ୍ ପାରିତ କରିବା ପାଇଁ ଅତି କମରେ ଦୁଇ ତୃତୀୟାଂଶ ଭୋଟ୍ ଆବଶ୍ୟକ ହେଉଥିବାବେଳେ ଏନଡିଏ ପାଖରେ କେବଳ ସରଳ ସଂଖ୍ୟାଗରିଷ୍ଠତା ରହିଛି। ଏହି ପ୍ରସଙ୍ଗରେ କମିଟିକୁ ୪୭ଟି ଦଳର ମତାମତ ଦିଆଯାଇଥିଲା। ବିରୋଧୀ ଦଳଗୁଡ଼ିକର ତୀବ୍ର ବିରୋଧ ମଧ୍ୟରେ କେନ୍ଦ୍ର ସରକାର ମଙ୍ଗଳବାର (୧୭ ଡିସେମ୍ବର ୨୦୨୪) ନିମ୍ନ ସଦନ (ଲୋକସଭା)ରେ ଏକ ଦେଶ ଏକ ନିର୍ବାଚନ ବିଲ୍ ଆଗତ କରିଛନ୍ତି। ଏହାକୁ ବ୍ୟାପକ ବିଚାର ବିମର୍ଶ … Continue reading ଏକ ଦେଶ ଏକ ନିର୍ବାଚନ ବିଲ୍ ଏବେ ମୋଦି ସରକାରଙ୍କ ଚିନ୍ତା ବଢ଼ାଇବ ! ବିଜେପି ପାଇଁ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ