ଦେଶରେ ଏକକ ନିର୍ବାଚନ – ଏକ ଦୃଷ୍ଟିକୋଣ

          ଭାସ୍କରେ ପରିଚ୍ଛା ଦେଶରେ ଏକକ ନିର୍ବାଚନକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହାକୁ କୁହାଯାଉଛି: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ମୋଦୀ ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିଲା। ଇତି ମଧ୍ୟରେ କମିଟି ତା’ର ରିପୋର୍ଟ କେନ୍ଦ୍ରକୁ ଦେଇସାରିଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ  ବାସ୍ତବରେ କ’ଣ ? ‘ଏକ ଦେଶ … Continue reading ଦେଶରେ ଏକକ ନିର୍ବାଚନ – ଏକ ଦୃଷ୍ଟିକୋଣ